28.1 C
Bhubaneswar
Friday, October 18, 2024
Homeଓଡିଶାପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ

ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ । ରେଜଲ୍ଟ ସହ ବିଷୟ ଭିତ୍ତିକ କଟଅଫ୍‌ ମାର୍କ ମଧ୍ୟ ପ୍ରକାଶ । ପରୀକ୍ଷା ଦେଇଥିଲେ ୧୧ ଲକ୍ଷ ୨୧ ହଜାର ୨୨୫ ପରୀକ୍ଷାର୍ଥୀ । ରେଜଲ୍ଟ ପାଇଁ ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ଅପେକ୍ଷା କରିଥିଲେ । ୟୁଜିସି ନେଟ୍ ଜୁନ୍ ୨୦୨୪ ରେଜଲ୍ଟ https://ugcnet.nta.ac.in/ ଅଫିସିଆଲ ୱେବସାଇଟରେ ଚେକ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking