32.1 C
Bhubaneswar
Friday, June 20, 2025
Homeଓଡିଶାବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ ଠାବ!

ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ ଠାବ!

ରାଉରକେଲା: ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ଟ୍ରକ ମିଳିଛି । ବିଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ୨ଟି ଟ୍ରକକୁ ନେଇ ସସ୍‌ପନ୍ସେ । ଘଟଣାସ୍ଥଲରେ ପୋଲିସ, ଖଣି ବିଭାଗ ଓ ଜିଏସଟି ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି । ୨ଟି ଗାଡିରେ ବିପୁଳ ପରିମାଣରେ ବିସ୍ଫୋରକ ଥିବା ସୂଚନା ମିଳିଛି । ବିସ୍ଫୋରକ ଭର୍ତ୍ତି ଗାଡି କେଉଁଠି ଆସି କୁଆଡେ ଯାଉଥଲା ଛାନଭିନ ଚାଲିଛି । ବିସ୍ଫୋରକ ଲୁଟ ଘଟଣା ଭିତରେ ଏହି ଦୁଇ ଟ୍ରକକୁ ନେଇ ବଢିଲା ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking