24.1 C
Bhubaneswar
Friday, February 6, 2026
Homeଓଡିଶାପାଇକା ନଦୀରେ ଭାସିଗଲେ ୨ ଜଣ

ପାଇକା ନଦୀରେ ଭାସିଗଲେ ୨ ଜଣ

ଜଗତସିଂହପୁର: ଜଗତସିଂହପୁର  ଜିଲ୍ଲା ପାଇକା ନଦୀରେ ଭାସିଗଲେ ୨ ଜଣ । କ୍ରିଷ୍ଣାନନ୍ଦପୁର ନିକଟ ପାଇକା ନଦୀରେ  ଗାଧୋଉଥିବା ବେଳେ  ଭାସିଗଲେ । ଅସାବଧାନତା କାରଣରୁ ଗୋଡ ଖସି  ଭାସିଯାଇଥିବା ସୂଚନା ମିଳିଛି ।  ଉଦ୍ଧାରବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଜଣଙ୍କୁ ଉଦ୍ଧାର କରାଯାଇଛି ।  ସାଙ୍ଗେ ସାଙ୍ଗେ ମେଡିକାଲକୁ ନିଆଯାଇଛି । ଆଉ ୨ ଜଣଙ୍କୁ ଖୋଜାଖୋଜି କରାଯାଇଛି । ଏନେଇଲ ପରିବାର ଲୋକେ ମ୍ରିୟମାଣ ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking