30.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶ୨ ପିଲାଙ୍କୁ ଜୀବନ୍ତ ଜାଳି ଦେଲେ ଦୁର୍ବୃତ୍ତ

୨ ପିଲାଙ୍କୁ ଜୀବନ୍ତ ଜାଳି ଦେଲେ ଦୁର୍ବୃତ୍ତ

ପାଟଣା: ପାଟଣାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣାଘରେ ପଶି ପିଲାଙ୍କୁ ଜାଳି ଦେଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ପାଟନାର ଜାନିପୁର ଥାନା ଅଞ୍ଚଳରେ, ଅପରାଧୀମାନେ ଘରେ ପଶି ଜଣେ ଏମ୍ସ ନର୍ସଙ୍କ ଦୁଇ ପିଲାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ମୃତ ପିଲାମାନଙ୍କ ନାମ ଅଞ୍ଜଳି ଏବଂ ଅଂଶ। ସେମାନେ ସ୍କୁଲରୁ ଆସିଥିଲେ। ସେମାନେ ଦୁହେଁ ଜାନିପୁରର ବାସିନ୍ଦା ଶୋଭା ଏବଂ ଲାଲନ କୁମାର ଗୁପ୍ତାଙ୍କ ପିଲା। ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଥ୍ୟ ପାଇଁ ଏତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking