ତେଲେଙ୍ଗାନା: ତେଲେଙ୍ଗାନାର ମେଡକ ଜିଲ୍ଲାର କୋଉଡିପାଲି ଥାନା ଅଧିନରେ ଥିବା ଭେଙ୍କଟ ରାଓ ପେଟ ବ୍ରିଜରେ ଦୁଇଟି କାର୍ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଏକ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ସାତ ଜଣ ଆହତ ହୋଇଥିବା ପୋଲିସ ସୋମବାର ସୂଚନା ଦେଇଛି । କୋଉଡିପାଲି ପୋଲିସ ଷ୍ଟେସନର ସବ- ଇନସ୍ପେକ୍ଟରଙ୍କ ଅନୁଯାୟୀ, ଘଟଣାଟ ରାତି ୧୨:୦୦ ରୁ ୦୧:୦୦ ମଧ୍ୟରେ ଘଟିଥିଲା । ପୋଲିସ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ସ୍ଥାନାନ୍ତର କରିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ ।
ଭେଙ୍କଟ ରାଓ ପେଟ ବ୍ରିଜରେ ଦୁଇଟି କାର୍ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସାତ ଜଣ ଆହତ ହୋଇଛନ୍ତି । ଘଟଣାଟି ଗତକାଲି ରାତି ୧୨:୦୦ ରୁ ୦୧:୦୦ ମଧ୍ୟରେ ଘଟିଥିଲା । ମୃତକଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ସ୍ଥନାନ୍ତର କରାଯାଇଛି ଏବଂ ମାମଲା ଏପର୍ଯ୍ୟନ୍ତ ରୁଜୁ କରାଯାଇନାହିଁ ସବ – ଇନ୍ସପେକ୍ଟର ସୂଟନା ଦେଇଛନ୍ତି ।