28.1 C
Bhubaneswar
Friday, March 27, 2026
Homeଓଡିଶାପୋଖରୀରେ ବୁଡିଗଲେ ୨ ଭାଇ

ପୋଖରୀରେ ବୁଡିଗଲେ ୨ ଭାଇ

ସୁନ୍ଦରଗଡ: ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଦୁଇ ଭାଇ । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ହେମଗିରି ଅନ୍ତର୍ଗତ ଝପୁରୁଙ୍ଗାରେ ଘଟିଛି ।  ଗତକାଲି ଗାଧୋଇବାକୁ ଯାଇ ୨ ଭାଇ ନିଖୋଜ ଥିଲେ । ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି  ପୋଲିସ  ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ । ସାଙ୍ଗେସାଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking