18.1 C
Bhubaneswar
Thursday, February 12, 2026
Homeଅପରାଧରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁଇ ଭାଇ

ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁଇ ଭାଇ

ସୁନ୍ଦରଗଡ଼ : ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁଇ ଭାଇ । ସୁନ୍ଦରଗଡ଼ ଜିଲା ସଦର ଥାନା ରତନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଉପରେ ଜଣେ ଯୁବକଙ୍କୁ ହାଣିଲେ ଦୁଇ ଭାଇ। ସାମାନ୍ୟ ବଚସାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା ପରେ ଉତ୍ତ୍ୟେକ୍ତ ଦୁଇ ଭାଇ ସଂପୃକ୍ତ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ମନୋଜ ସା ବୋଲି ଜଣାପଡ଼ିଛି। ଘଟଣାପରେ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଜଣଙ୍କ ଅଟକ ରଖି ପୁଲିସ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking