29.1 C
Bhubaneswar
Tuesday, May 6, 2025
Homeଓଡିଶାରାଜଧାନୀରୁ ୨ ମୃତଦେହ ଉଦ୍ଧାର

ରାଜଧାନୀରୁ ୨ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଦୁଇଟି ସ୍ଥାନରୁ ମିଳିଲା ୨ଟି ମୃତଦେହ । ରେଳଧାରଣାରୁ ଉଦ୍ଧାର ହେଲା ଦୁଇଟି ମୃତଦେହ । ଲିଙ୍ଗରାଜ ଷ୍ଟେସନ ଓ ବାଣୀବିହାର ଷ୍ଟେସନରୁ ଉଦ୍ଧାର ହୋଇଛି । ଆତ୍ମହତ୍ୟା କି ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଛି । ରେଲୱେ ପୁଲିସ ପକ୍ଷରୁ ତଦନ୍ତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking