ନୂଆଦିଲ୍ଲୀ : ଦିଲ୍ଲୀ ପାଇଁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ । ଦିଲ୍ଲୀ ପାଇଁ ବିଜେପି ପଯ୍ୟବେକ୍ଷକଙ୍କ ନାଁ ଘୋଷଣା ହୋଇଛି । ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ । ରବିଶଙ୍କର ପ୍ରସାଦ ଓ ଓପି ଧନଖଡଙ୍କୁ ଦାୟିତ୍ୱ ମିଳିଛି । ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ । ସଂଧ୍ୟାରେ ବସିବ ବିଜେପି ବିଧାୟକ ଦଳବୈଠକ । ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।










