25.1 C
Bhubaneswar
Wednesday, December 10, 2025
Homeଓଡିଶାକାଳବୈଶାଖୀ ନେଇ ଟ୍ୱିନ ସିଟିରୁ ସତର୍କବାଣୀ

କାଳବୈଶାଖୀ ନେଇ ଟ୍ୱିନ ସିଟିରୁ ସତର୍କବାଣୀ

ଭୁବନେଶ୍ୱର: ବଦଳିଲା ପାଗ , ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜାଗାରେ ଘଡଘଡି ସହ ବର୍ଷା ହୋଇଛି । ଲୋକଙ୍କୁ ସାମାନ୍ୟ ତାତିରୁ ଆଶ୍ୱସ୍ଥି ମିଳିଛି । ଆଗାମୀ ଦୁଇ ଘଣ୍ଟା ପାଇଁ ଟ୍ୱିନ ସିଟି କଟକ, ଭୁବନେଶ୍ୱରକୁ ନେଇ ରହିଛି  କାଳବୈଶାଖୀ ଆଲର୍ଟ । ବିଜୁଳି ଘଡଘଡି ସହ କାଳବୈଶାଖୀ ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।  ଏହା ସହ ୫ ଜିଲ୍ଲାକୁ କାଳ ବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ଏହି ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା  କଟକକୁ ଆଲର୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking