24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶତୀବ୍ର ଭୂମିକମ୍ପରେ ଥରିଲା ତୁର୍କୀ

ତୀବ୍ର ଭୂମିକମ୍ପରେ ଥରିଲା ତୁର୍କୀ

ଇସ୍ତାନବୁଲ: ଉତ୍ତର-ପଶ୍ଚିମ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଦୋହଲାଇ ଦେଇଥିଲା। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୪ ଥିଲା। କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ଜରୁରୀକାଳୀନ ସଂସ୍ଥା କହିଛି ଯେ ୫.୪ ତୀବ୍ରତାର ଭୂମିକମ୍ପ କୁଟାହ୍ୟା ପ୍ରଦେଶର ସିମାଭ ସହରରେ ୮ କିଲୋମିଟର (୫ ମାଇଲ) ଗଭୀରତାରେ କେନ୍ଦ୍ରିତ ଥିଲା। ଭୂମିକମ୍ପଟି ଅପରାହ୍ନ ୧୨:୫୯ରେ ଅନୁଭୂତ ହୋଇଥିଲା ଏବଂ ଏହା ପରେ ଆଉ ଏକ ୪.୦ ତୀବ୍ରତାର ପରଝଡ଼ ଆସିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking