15.1 C
Bhubaneswar
Thursday, December 18, 2025
Homeଅପରାଧଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ

ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ

ଅନୁଗୁଳ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୟୁସନ ସାର ଙ୍କୁ ସଜା । ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅନୁଗୁଳ ପୋକ୍ସ କୋର୍ଟ। ୨୦୨୨ ହଣ୍ଡପା ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିଲା । ଏତେ ବର୍ଷ ବ୍ୟବଧାନ ପରେ କୋର୍ଟ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ ପାଇଁ ଦଣ୍ଡାବେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking