15.1 C
Bhubaneswar
Saturday, December 6, 2025
Homeଓଡିଶାଗଳା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଗଳା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ବର୍ଷା ଋତୁରେ ଗଳା ଯନ୍ତ୍ରଣା ହେବା ସ୍ୱାଭାବିକ କଥା । ହେଲେ ଏହାକୁ ଦୂର କରିବା ପାଇଁ  ଘରୋଇ ଉପଚାର ସାହାଯ୍ୟରେ  ଗଳା ଯନ୍ତ୍ରଣାକୁ ଭଲ କରିପାରିବେ । ଅଦା ସ୍ୱାସ୍ଥ୍ୟ ପାଇଁ ଭଲ । ଗଳା ଯନ୍ତ୍ରଣାରୁ ମୁକ୍ତି ଦିଏ । ମହୁକୁ ପ୍ରାକୃତିକ କାଶ ସିରପ କୁହାଯାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ।  ଏହାକୁ ସେବନ କରିବା ଦ୍ୱାରା ଗଳା ଯନ୍ତ୍ରଣାକୁ କମ କରିଥାଏ । ନଚେତ ଲୁଣ ଉଷୁମ ପାଣି କୁଳି କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ ।  ହଳଦୀରେ ଆଣ୍ଟି ସେପ୍ଟିକ ଗୁଣ ରହିଛି । ଉଷୁମ ହଳଦୀ  କ୍ଷୀର ପିଇବା ଦ୍ୱାରା  ଗଳା ଯନ୍ତ୍ରଣା ଏବଂ ରୋଗ ପ୍ରତିବୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗଳା ଯନ୍ତ୍ରଣାରୁ ଆରାମ ପାଇବାକୁ ହେଲେ ତୁଳସୀରେ ତିଆରି ଚା ପିଇପାରିବେ । ଏହାକୁ ଫୁଟାଇ ପିଇବା ଦ୍ୱାରା  ତୁରନ୍ତ ଆରାମ ମିଳିଥାଏ । ରସୁଣକୁ ଫୁଟାଇ ପିଇବା ଦ୍ୱାରା  ଗଳା ଯନ୍ତ୍ରଣା ଏବଂ କାଶରୁ ମୁକ୍ତି ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking