27.1 C
Bhubaneswar
Thursday, February 26, 2026
Homeଓଡିଶାଟ୍ରକ-ଟ୍ରଲର ଧକ୍କା: ଜଣେ ଗୁରୁତର

ଟ୍ରକ-ଟ୍ରଲର ଧକ୍କା: ଜଣେ ଗୁରୁତର

ଭଦ୍ରକ: ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଏବଂ ଟ୍ରଲର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି ଏହି ଦୁର୍ଘଟଣାରେ ଟ୍ରଲର ଚାଳକ ଗୁରୁତର ଆହତ ହୋଇଛି। ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନି। ବାସୁଦେବପୁର ସହର ଉପକଣ୍ଠ ମତାଜୀ ମଠ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଖବର ପାଇଁ ଅଗ୍ନୀଶମ ବାହିନୀ ପହଞ୍ଚି ଦୁଇଘଣ୍ଟା ପରିଶ୍ରମ କରି ଆହତକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking