ପୁରୀ : ରତ୍ନଭଣ୍ଡାରରୁ ୨୩ରେ ସ୍ଥାନାନ୍ତର ହେବ ଆଲମିରା ଓ ସିନ୍ଦୁକ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ସ୍ଥାନାନ୍ତର କରାଯିବ । ନିଳାଦ୍ରୀ ବିହାର ମ୍ୟୁଜିୟମ ନିକଟ ଏକ ଗୃହରେ ରଖାଯିବ । ସ୍ଥାନାନ୍ତର ଦିନ ଶ୍ରୀଜିଉଙ୍କ ନୀତି ବ୍ୟାହତ ନହେବା ପାଇଁ ପଦକ୍ଷେପ ନିଆଯାଇଛି । ଆବଶ୍ୟକ ସମୟ ଦେବା ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।
ପାରାଲିମ୍ପିକ୍ସ ୨୦୨୪ : ୮୪ ଜଣିଆ ଭାରତୀୟ ଦଳରେ ନାହାନ୍ତି ଓଡ଼ିଆ ଖେଳାଳି










