14.1 C
Bhubaneswar
Monday, January 12, 2026
Homeଓଡିଶାପକ୍ଷୀଙ୍କ ଗୋଡରେ ଲାଗିବ ଟ୍ରାନ୍ସମିଟର: ମନ୍ତ୍ରୀ

ପକ୍ଷୀଙ୍କ ଗୋଡରେ ଲାଗିବ ଟ୍ରାନ୍ସମିଟର: ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ପକ୍ଷୀଙ୍କ ଗୋଡରେ  ଲାଗିବ ସାଟେଲାଇଟ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ  ଗୋଡରେ  ଟ୍ରାନ୍ସମିଟର ଲଗାଇବ  ବନ ବିଭାଗ । ଏନେଇ ସୂଚନା ଦେଲେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ଜାଣିବା ପାଇଁ ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ  ପକ୍ଷୀ କୁଆଡେ ଯାଉଛନ୍ତି ଜଣାପଡିବ । ୨୦୨୫ରେ  ଏହି ପ୍ରଜାତିର ୨ଟି ପକ୍ଷୀଙ୍କ  ଗୋଡରେ ଟ୍ରାନ୍ସମିଟର ଲଗାଯାଇଥିଲା । ଜଣାପଡିଲା ଯେ ଚିଲିକାରୁ ଏହି  ପକ୍ଷୀ ଆନ୍ଧ୍ରର କୋଲେରୁ ହ୍ରଦକୁ ଯାଇଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking