33.1 C
Bhubaneswar
Friday, June 6, 2025
Homeଦେଶ ବିଦେଶମୁମ୍ବାଇରେ ବର୍ଷା ଯୋଗୁଁ ଟ୍ରେନ ବିମାନ ଚଳାଚଳ ପ୍ରଭାବିତ

ମୁମ୍ବାଇରେ ବର୍ଷା ଯୋଗୁଁ ଟ୍ରେନ ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ଝଡ ବର୍ଷା । ଆଣଣ୍ଠୁଏ ଆଣଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି । ଲଗାତାର ବର୍ଷା ବିଜୁଳି ଘଡଘଡି ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଥିବାରୁ ଟ୍ରେନ ଚଳାଚଳ , ବିମାନ ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି । ଆଇଏମଡି ମୁମ୍ବାଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସହରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ  ସାଧାରଣତଃ ମେଘୁଆ ଆକାଶ ସହିତ ଝଡ଼ବର୍ଷା ସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବା ଏବଂ ସହର ଏବଂ ଉପକଣ୍ଠର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking