21.1 C
Bhubaneswar
Monday, December 8, 2025
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

କୋରାପୁଟ:  କୋରାପୁଟ ଜିଲ୍ଲା ବୈପାରୀଗୁଡା କାଦଆମ୍ବ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକରେ  ରାମଗିରିରୁ କାଦଆମ୍ବକୁ ଫେରୁଥିଲେ ଯୁବକ ।  ହେଲେ ଭାରସାମ୍ୟ ହରାଇ ବାଇକ ଗଛରେ ପିଟି ହୋଇଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking