21.1 C
Bhubaneswar
Saturday, February 7, 2026
Homeଓଡିଶାକଟକ ଦଶହରା ଭସାଣି ପାଇଁ ଟ୍ରାଫିକ କଟକଣା

କଟକ ଦଶହରା ଭସାଣି ପାଇଁ ଟ୍ରାଫିକ କଟକଣା

କଟକ: କଟକ ଦଶହରା ଭସାଣି ପାଇଁ କମିଶନରେଟ  ପୋଲିସର ଟ୍ରାଫିକ କଟକଣା । ୩ ତାରିଖ ସକାଳ ୭ରୁ ୪ ତାରିଖ ଭସାଣି ଶେଷ ହେବା ଯାଏଁ କଟକଣା । ଉପର ବାଲିଯାତ୍ରା ପଡିଆ ସମେତ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking