ଭଦ୍ରକ: ନାବାଳିକଙ୍କ ଉପରେ ମାଡିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ନାବାଳିକ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର । ଗ୍ରାମାଞ୍ଚଳ ଥାନା କମାରିଆ ବସପୁର ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା । ଟ୍ରାକ୍ଟରରେ ନିଆଁ ଲଗାଇଦେଲେ ଲୋକ । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଉଛି ପୋଲିସ ।