18.1 C
Bhubaneswar
Wednesday, February 4, 2026
Homeଓଡିଶାପୁରୀରେ ଟାଉନ ପ୍ଳାନିଂ ସ୍କିମ୍

ପୁରୀରେ ଟାଉନ ପ୍ଳାନିଂ ସ୍କିମ୍

ଭୁବନେଶ୍ୱର: ପୁରୀରେ ହେବ ଟାଉନ ପ୍ଳାନିଂ ସ୍କିମ୍। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର ପରେ ପୁରୀରେ ହେବ ଟାଉନ ପ୍ଳାନିଂ ସ୍କିମ୍। ପୁରୀ ସମେତ ରାଜ୍ୟର ଅନ୍ୟ ମହାନଗରରେ ଟାଉନ ପ୍ଳାନିଂ ଯୋଜନା। ୯ ହଜାର ଏକର ଜମିରେ ବିଡିଏର ଟାଉନ୍ ପ୍ଲାନିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking