ପୁରୀ: ପୁରୀ ସମୂଦ୍ରରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । ସମୂଦ୍ରରେ ଭାସି ଜଣେ ପର୍ଯ୍ୟଟକ ନିଖୋଜ ଥିବା ନେଇ ସୂଚନା ମିଳିଛି । ସେକ୍ଟର -୯ ସମୂଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ନିଖୋଜ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ହାଇଦ୍ରାବାଦରୁ ପୁରୀ ବୁଲି ଆସିଥିବା ନେଇ ସୂଚନା ମିଳିଛି ।










