27.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶନଦୀକୁ ଖସିଲା ଟୁରିଷ୍ଟ କାର: ୧ ମୃତ, ୯ ନିଖୋଜ

ନଦୀକୁ ଖସିଲା ଟୁରିଷ୍ଟ କାର: ୧ ମୃତ, ୯ ନିଖୋଜ

ନୂଆଦିଲ୍ଲୀ: ସିକିମରେ ବଡ ଅଘଟଣ । ନଦୀକୁ ଖସିଲା ଟୁରିଷ୍ଟ କାର । ୧୦୦୦ ଫୁଟ ତଳକୁ ଖସି ଜଣଙ୍କର ମୃତ୍ୟୁ ହହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ନିଖୋଜମାନେ ପଶ୍ଚିମବଙ୍ଗ ଏବଂ ଓଡିଶାର ହୋଇଥିବା ସୂଚନା ମିଳିଛି । କାରରେ ମୋଟ ୧୧ ଜଣ ସିକିମ ବୁଲିବା ପାଇଁ ଯାଇଥିଲେ । ତେବେ ଗ୍ୟାଙ୍ଗଟକରୁ ଫେରିବା ବେଳେ  ଗତକାଲି ରାତି ପ୍ରାୟ ୯ଟାରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ  ଉଦ୍ଧାର କାଯ୍ୟ ଜାରି ରଖିଛି । ଘଟଣା ନେଇ ସିକିମ ସରକାରଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର ସହିତ ଚିକିତ୍ସା ସେବା ଯୋଗାଇଦେବାକୁ ଓଡିଶାରୁ ଏକ ସ୍ୱତନ୍ତ୍ର ଟିମ ସିକିମ ଯାଇ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking