19.1 C
Bhubaneswar
Saturday, February 7, 2026
Homeଓଡିଶା୧୭ଟି ବିଶ୍ୱ ବିଦ୍ୟାଳୟରେ ବଢିଛି ନିର୍ଯାତନା: ମନ୍ତ୍ରୀ

୧୭ଟି ବିଶ୍ୱ ବିଦ୍ୟାଳୟରେ ବଢିଛି ନିର୍ଯାତନା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୧୭ଟି ବିଶ୍ୱ ବିଦ୍ୟାଳୟରେ ବଢିଛି ନିର୍ଯାତନା । ଶାରୀରିକ , ମାନସିକ ଓ ଯୌନ  ନିର୍ଯାତନା ବଢିଛି ।   ୧୯ ଜଣ  ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି । ଏନେଇ ବିଜେଡି ବିଧାୟକଙ୍କ ପ୍ରଶ୍ନରେ  ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀସୂରଜ ଲିଖିତ ଉତ୍ତର  ରଖିଛନ୍ତି । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking