27.1 C
Bhubaneswar
Tuesday, April 8, 2025
Homeଓଡିଶାଆସନ୍ତାକାଲି ରାମ ନବମୀ: ଆରମ୍ଭ ହୋଇଯାଇଛି ଜୋରଦାର ଚେକିଂ

ଆସନ୍ତାକାଲି ରାମ ନବମୀ: ଆରମ୍ଭ ହୋଇଯାଇଛି ଜୋରଦାର ଚେକିଂ

ସମ୍ୱଲପୁର: ସମ୍ୱଲପୁରରେ ଆରମ୍ଭ ହୋଇଯାଇଛି ଜୋରଦାର ଚିକିଂ । ପାଖେଇ ଆସୁଛି ରାମ ନବମୀ, ଏହା ପୂର୍ବରୁ ସମ୍ପଲପୁର ସହରରେ ଦେଖିବାକୁ ମିଳିଛି ପୋଲିସ ଛାଉଣୀ । ସମ୍ବେଦନଶୀଳ ଅଞ୍ଚଳରେ ଚାଲିଛି କଡାକଡି ଚେକିଂ । ଚେକିଂରେ ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ବାଡ୍‌ଙ୍କୁ ସାମିଲ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଉପୁଜେ ସେନେଇ ଡଗ୍ ସ୍କ୍ବାଡ୍‌କୁ ନିଯୋଜିତ କରାଯାଇଛି । ସନ୍ଧାନୀ କୁକୁରଙ୍କ ଦ୍ୱାରା ତନ୍ନ ତନ୍ନ  କରି ଯାଞ୍ଚ ଚାଲିଛି । ତେବେ ଗତକାଲି ପୋଲିସ ପକ୍ଷରୁ ପ୍ଲାଗମାର୍ଚ୍ଚ କରାଯାଇଥିଲା । ରାମ ନବମୀରେ ଯେପରି ସବୁକିଛି ଶାନ୍ତି ଶୃଙ୍ଖଳରେ ହେବ, କୌଣସି ଗଣ୍ଡଗୋଳ ନହେବ ସେନେଇ ପୋଲିସ ସଜାଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking