17.1 C
Bhubaneswar
Sunday, February 8, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ। ଶିକ୍ଷା ଓ ଅଭିଜ୍ଞତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଲାଭ କରିବେ। ଆର୍ଥିକ ଲାଭ କରିପାରନ୍ତି। ଆୟ ଉତମ ହେବ । ଭାତୃ ବିବାଦ ଲାଗି ରହିବ।

ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦର ଉତ୍ସବ ବଢ଼ିବ। ଭୋଜନାଦିରୁ ତୃପ୍ତି ମିଳିବ। ଦ୍ରବ୍ୟ ନଷ୍ଟ ହୋଇପାରେ। ଅର୍ଥଲାଭ ହେବ। ଦେହ ଭଲ ରହିବ। ଯଶ ବୃଦ୍ଧି ହେବ।

ମିଥୁନ : ଆଜି ବ୍ୟବସାୟରେ ପଛେଇବେ। ନିଷ୍ଠାର ସହ କାର୍ଯ୍ୟ କରିବେ। ପରିବାର ପାଇଁ ଆଶାବାଦୀ ହେବେ। ଅର୍ଥଭାବ ଅନୁଭବ କରିବେ। ବ୍ୟସ୍ତତା ବଢ଼ିବାକୁ ଲାଗିବ।

କର୍କଟ : ଯୋଜନାରେ ମନ ବଳିବ। ସୁଯୋଗ ହସ୍ତଗତ ହେବ। ଉଦ୍ୟମ ବୃଥା ହେବ। ଅଶାନ୍ତି ହେବେ। ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି। ଆଶଙ୍କା ଦୂରେଇଯିବ।

ସିଂହ : ପରିବେଶରେ ଉନ୍ନତି ଘଟିବ। ପରିହାସରୁ ଦ୍ୱନ୍ଦ ଉପୁଜିବ। ପ୍ରିିୟ ଲୋକଙ୍କ ସହ ବିଚ୍ଛେଦ ଘଟିପାରେ। କାର୍ଯ୍ୟରେ ପ୍ରମାଦ ଘଟିବ। ସତର୍କତା ଆବଶ୍ୟକ କରିବେ। ଅର୍ଥ ବିନିଯୋଗ କରିବେ।

କନ୍ୟା : ହଠାତ୍ ଆଜି ଅମାଚିତ୍ ସାହାଯ୍ୟ ମିଳିପାରେ। ଅଭାବ ଦୂରେଇଯିବ। ବ୍ୟୟରେ ପଡ଼ିପାରନ୍ତି। ଦୁର୍ଘଟଣା ଘଟିପାରେ। ଅଭାବ ମେଂଟାଇ ପରିବେ। ପରିସ୍ଥିତି ଅସହ୍ୟ ହେବ।

ତୁଳା : ଆଜି ଅର୍ଥିଲାଭ ଘଟିପାରେ। ମନବଳ ଦୃଢ଼ କରିବେ। ଅନ୍ୟର ନିୟନ୍ତ୍ରଣରେ ରହି ବାଧ୍ୟ ହୋଇ ଅକାର୍ଯ୍ୟ କରିବେ। ଭୟ ବଢ଼ିବାକୁ ଲାଗିବ। କୌଣସି କାର୍ଯ୍ୟରେ ତୃଟି କରିବେ।

ବିଛା : ଧନ ହେତୁ ସୁଖ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବେ। ପରିବେଶ ଲାଭ ଜନକ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉଚ୍ଚ ମହଲରେ ପରିଚିତ ହେବେ।

ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ। ବିଳାସ ଦ୍ରବ୍ୟ ପାଇ ପାରନ୍ତି। ପରିବାରରୁ କଷ୍ଟ ମିଳିବ। କର୍ମଧାରାରେ ଉନ୍ନତି ହେବେ। ଅନୁଭୂତି ଓ ଦକ୍ଷତା ବଢ଼ିବ। ଆୟକ୍ରମେ କମିବ।

ମକର : ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ। ଶାରୀରିକ ବ୍ୟଥା ଭୋଗିବେ। ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ। ଅର୍ଥାଭାବ ଅନୁଭବ କରିବେ। ମନରେ କଳ୍ପନା ସଫଳ ହେବ।

କୁମ୍ଭ : ଆଜି କାର୍ଯ୍ୟକ୍ଷେତ୍ରରେ ପରିବର୍ତନ ଘଟିବ। ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ। ଅଚାନକ ଲାଭ ଯୋଗ ଅଛି। ଶତ୍ରୁଭୟ ବଢ଼ିବ। କର୍ମ ଚଂଚଳ ହେବେ।

ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ। ସ୍ତ୍ରୀ ସହ ଦୂର ଯାତ୍ରା କରିବାର ଯୋଗ ଅଛି। ନୂତନ ଅଭିଜ୍ଞତା ଲାଭ କରିବେ। ଚିନ୍ତାରୁ ମୁକ୍ତି ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking