20.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ। ନଷ୍ଟ ହୋଇଥିବା ଜିନିଷ ପାଇବାର ଆଶା ଅଛି। କୌଣସି କାର୍ଯ୍ୟରେ ମନଦେବେ। ଆର୍ଥିକ ଅବସ୍ଥା ସୁଧୁରି ଯାଇପାରେ।

ବୃଷ : ଆଜି ବନ୍ଧୁ ସହିତ ମନମାଳିନ୍ୟ ଘଟିପାରେ। ଅସହଯୋଗ ପାଇଁ ମନଦୁଃଖ ହେବ। ନୂତନ ବନ୍ଧୁ ଦର୍ଶନ ମିଳିପାରେ। ଆୟ ଉତମ ହେବ। ଭାତୃ ବିବାଦରେ ପଡ଼ିପାରନ୍ତି।

ମିଥୁନ : ଆଜି ଆନନ୍ଦ ଉତ୍ସବ ବଢ଼ିବ। ବ୍ୟବସାୟରେ ପଛାଇବେ। ମାନିସକ ଉଦ୍‌ବେଗ ବଢ଼ିବ। ଧର୍ମକାର୍ଯ୍ୟରେ ମନଦେବେ। ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ। ଦିନ ସାରା ବ୍ୟସ୍ତ ରହିବେ।

କର୍କଟ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ। କାର୍ଯ୍ୟ ସଫଳ ହେବ। ବନ୍ଧୁ ସହ ନୂତନ ସମ୍ପର୍କ ବୃଦ୍ଧି ପାଇପାରେ। ଆୟ ବୃଦ୍ଧି ପାଇଁ ଯୋଜନା କରିବେ। ଭାତୃ ବିବାଦରେ ପଡ଼ିପାରନ୍ତି।

ସିଂହ : ବ୍ୟବସାୟରେ ଲାଭ ବଢ଼ିବ। ଅଭାବ ଏଡ଼ାଇ ଯିବ। ବନ୍ଧୁ ମେଳରେ ଅପ୍ରିୟ ହେବେ। ମୋହରେ ପଡ଼ି ଅପଦସ୍ତ ହୋଇପାରନ୍ତି। ବୃଥାରେ କ୍ଷତି ସହିବେ। ହଠାତ୍ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି।

କନ୍ୟା : ଆଜି ମନ ଅସ୍ଥିର ରହିବ। କ୍ଳାନ୍ତ ଓ ଅବସନ୍ନ ରହିବେ। ହଠାତ୍ ଗୃହରେ ଝାମଲା ଦେଖାଯିବ। ମା’ଙ୍କ ମନରେ ଆଘାତ୍ ଦେଇପାରନ୍ତି।

ତୁଳା : ଯେକୌଣସି କାର୍ଯ୍ୟରେ ଆଶାବାଦୀ ହେବେ। ବନ୍ଧୁ ସହଯୋଗ ମିଳିବ। ବ୍ୟସ୍ତ ରହିବେ। ଶରୀରରେ ଆଘାତ ଲାଗିପାରେ। କାର୍ଯ୍ୟରେ ଉଦ୍‌ବେଗ ବଢ଼ିବ।

ବିଛା : ସକାଳୁ ସକାଳୁ ସୁ-ସମ୍ବାଦ ପାଇବେ। ସତର୍କତାର ସହ କାର୍ଯ୍ୟ କରନ୍ତୁ। ମାନସିକ ଶାନ୍ତି ହରାଇବେ। ପ୍ରିୟ ବ୍ୟକ୍ତି ସହ ମତାନ୍ତର ଦେଖାଯିବ। ଯାତ୍ରାରେ ବିଘ୍ନ ଘଟିପାରେ। ଅଜଣା ରୋଗରେ ପୀଡ଼ିତ ହେବେ।

ଧନୁ : ଆଜି ଧନ ହେତୁ ସୁଖ ମିଳିବ। କୌଣସି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିବେ। ଗୃହ କାର୍ଯ୍ୟରେ ମନଦେବେ। ଅତିଥି ସତ୍କାର କରିପାରନ୍ତି। କାର୍ଯ୍ୟ କରି ସନ୍ତୋଷ ହେବେ।

ମକର : ଆଜି ପୈତୃକ ସମ୍ପତିକୁ ନେଇ ଆଶନ୍ତି ଉପୁଜିବ। ଆତ୍ମୟମାନଙ୍କୁ ଦେଖା କରିପାରନ୍ତି। କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ।

କୁମ୍ଭ : ମନରେ ଆନନ୍ଦ ପାଇବେ। ଅର୍ଥଭାବରୁ ଶାନ୍ତି ପାଇବେ। ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। କାର୍ଯ୍ୟରେ ଆନନ୍ଦ ପାଇବେ। ଚୋରି ଦ୍ରବ୍ୟର ସନ୍ଧାନ ମିଳିବ।

ମୀନ : ଆଜି ସତସଙ୍ଗରେ ଯୋଗ ଦେଇ ଖୁସି ହେବେ। ଆଲୋଚନାରୁ ଉପକାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛିି। ଦେହ ଭଲ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking