28.1 C
Bhubaneswar
Saturday, October 5, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନରେ ସମ୍ମାନୀତ ହେବେ। ଦୂର ଯାତ୍ରା କରିବାର ଯୋଗ ଅଛି। ଜଗି ରଖି ଚଳିବା ଭଲ। ଅର୍ଥ ସଞ୍ଚୟ କରିପାରନ୍ତି। ସମସ୍ତଙ୍କର ଆଦରଣୀୟ ହେବେ। ମହିଳାମାନେ ଉପକୃତ ହେବେ। ପିଲାମାନେ ପଢ଼ାପଢ଼ିରେ ମନ ଦେବେ।

ବୃଷ : ଅତ୍ୟଧିକ ପରିଶ୍ରମ କରି ଲାଭାବାନ ହେବେ। ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ପରିଲିକ୍ଷିତ ହେବ। ବ୍ୟବସାୟ ତଥା କର୍ମକ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।

ମିଥୁନ : କର୍ମକ୍ଷେତ୍ରରେ ପ୍ରତିକୂଳ ଦେଖାଦେବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ଉନ୍ନତି ହେବ। ମନ ପରିବର୍ତ୍ତନ କରିପାରନ୍ତି। ମହିଳାମାନେ କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।

କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ବେପାର ବୃତିରେ ଖୁସି ହେବେ। କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିବେ। ହେଲେ ସେ କହିବା ପୂର୍ବରୁ ମନ କଥା ଖୁବ୍ ଶୀଘ୍ର ଜାଣିନେବେ।

ସିଂହ : ପାରିବାରିକ କ୍ଷେତ୍ରରେ ଗଣ୍ଡଗୋଳ ତଥା ଅଶାନ୍ତି ଲାଗି ରହିପାରେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଭ୍ରମଣ ଯୋଗ ଅଛି। କୃଷି କ୍ଷେତ୍ରରେ ଯଥେଷ୍ଟ ଲାଭବାନ୍ ହେବେ। ଚୋର ଦ୍ୱାରା ଆଶିଂକ କ୍ଷତି ଘଟିପାରେ। ପିଲାମାନେ ଖେଳରେ ମନ ଦେବେ।

କନ୍ୟା : ବ୍ୟବସାୟରେ ପ୍ରସାର ଲାଭ କରିବେ। ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ। ପ୍ରତିଟି କ୍ଷେତ୍ରରେ ଭୟ ଦେଖାଦେବ। ବିଦ୍ୟାର୍ଥୀମାନେ ପରିକ୍ଷାରେ ଖୁବ୍ ଭଲ କରିବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ତୁଳା : ଅଫିସ୍‌ରେ ଅଧିକ ଦାୟିତ୍ୱ ତୁଲାଇବେ। ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ। ସ୍ତ୍ରୀଙ୍କ ସହିତ ସହରକୁ ଗୃହ ଉପକରଣ କିଣିବାକୁ ଯାଇପାରନ୍ତି। ବନ୍ଧୁମାନଙ୍କ ସହିତ ରାତ୍ରି ଭୋଜିରେ ମଉଜମସ୍ତି କରିପାରନ୍ତି।

ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ। ଆୟ ବୃଦ୍ଧିର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥିଙ୍କୁ କୌଣସି ବସ୍ତୁ ଉପହାର ଦେଇପାରନ୍ତି।

ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ। କର୍ତୃପକ୍ଷଙ୍କ ଠାରୁ କଡ଼ାକଥା ଶୁଣିବେ। ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ। ବାହାର କାମରେ ଗଲାବେଳେ ସାବଧାନତା ସହ ଗାଡ଼ି ଚଳାନ୍ତୁ।

ମକର : ପିତାମାତାଙ୍କ ଆର୍ଶୀବାଦ ନେଇ କାମରେ ଯାଆନ୍ତୁ। ଆପଣଙ୍କ ମନସ୍କାମନା ପୂରଣ ହେବ। ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହିପାରିବେ ନାହଁ। ସେୟାର ବଜାରରୁ ଲାଭ କମ୍ ପାଇବେ।

କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶୁଭ ଖବର ପାଇ ଖୁସି ହେବେ। ମସ୍ତିସ୍କରେ ନୂଆ କଥା ଘୁରି ବୁଲିବ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ଅତିଥି ଆସିବେ। ନେତା ମନ୍ତ୍ରୀଙ୍କ ମାଧ୍ୟମରେ ଲାଭ ପାଇବେ।

ମୀନ : ପୂଜା ପାଠରେ ମନକୁ ଶାନ୍ତି ମିଳିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢ଼ିବ। ବ୍ୟବସାୟରେ ସୁଧାର ଆଣିବାରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking