26.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜିର ଦିନଟି ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ରହିବ। କିନ୍ତୁ କେତେକ କ୍ଷେତ୍ରରେ ଅତ୍ୟଧିକ ବ୍ୟୟ ଅନୁଭତ ହେବ। ଦୁର୍ଘଟଣା ଘଟିପାରେ। ସତର୍କ ରହିବେ।

ବୃଷ : ଆଜି ପୈତୃକ ସମ୍ପତି ନେଇ ଅଶାନ୍ତି ଦେଖାଦେଇପାରେ। ଶାରୀରିକ ଅସୁସ୍ଥତା ଦେଖାଦେବ। ଆର୍ଥିକ ଅବସ୍ଥା ଦେଖାଦେବ। ନୂତନ କର୍ମସଂସ୍ଥାରେ ଗଣ୍ଡଗୋଳ ଲାଗିପାରେ।

ମିଥୁନ : କର୍ମକ୍ଷେତ୍ରରେ ଆଗେଇବେ। ଆର୍ଥିକ ଲାଭ ମିଳିବ। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ। ପରିସ୍ଥିତିରେ ଜଗି ରଖି ଚଳିବାକୁ ହେବ। ମହିଳାମାନେ ଗୃହ କାର୍ଯ୍ୟରେ ଉପକୃତ ହେବେ।

କର୍କଟ : ଆଜି ଚନ୍ଦ୍ର ଯୋଗ ହେତୁ ଆର୍ଥିକ ଉନ୍ନତି ମିଳିବ। ନୂତନ କାର୍ଯ୍ୟରେ ଉପକୃତ ହେବେ। ସବୁକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ। ବ୍ୟୟ ଅଧିକ ହୋଇପାରେ।

ସିଂହ : ପାରିବାରିକ ପରିସ୍ଥିତି ଆଦୌ ଅନୁକୂଳ ନୁହେଁ। କୌଣସି ଘଟଣାରେ ଖୁବ୍ ବିବ୍ରତ ହେବେ। ଜଣାଯାଏ ଆର୍ଥିକ ପରିସ୍ଥିତି ଦୁଃଖ ଦାୟକ ହେବ।

କନ୍ୟା : ପୈତୃକ ସମ୍ପତି ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ। ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟରେ ତରବର ହୋଇ ସିଦ୍ଧାନ୍ତ ନେବା ଉଚିତ୍ ନୁହେଁ। ଶରୀର ଅସୁସ୍ଥ ରହିବ। ମହିଳାମାନେ ଶାନ୍ତିରେ ରହିପାରନ୍ତି।

ତୁଳା : ପାରିବାରିକ ସମସ୍ୟାରେ ଉନ୍ନତି ଘଟିବ। ଆର୍ଥିକ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ସହଯୋଗ ପାଇପାରନ୍ତି।

ବିଛା : ଆଜି କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ। ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି। ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ଧନୁ : ଆର୍ଥିକ ପରିସ୍ଥିତି ଓ ମାନସିକ ଦ୍ୱନ୍ଦ ବହୁ ଅସୁବିଧା ସୃଷ୍ଟି ହେବ। ନୂତନ ନିଯୁକ୍ତିରେ ଆଶା ବିଫଳ ହେବ। କର୍ମକ୍ଷେତ୍ର ତଥା ବ୍ୟବସାୟରେ କ୍ଷତି ଘଟିପାରେ।

ମକର : ଆଜି ଅଯଥା କ୍ଷତିର ସୂଚନା ମିଳୁଛି। ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ। ଦୁର୍ଘଟଣା ଘଟିପାରେ। ପିତାଙ୍କ ଦେହ ଖରାପ ରହିବ। ମହିଳାମାନେ ଚିନ୍ତା କରିପାରନ୍ତି।

କୁମ୍ଭ : ନୂତନ ନିଯୁକ୍ତିରେ ଆଶା ଉଜ୍ଜଳ ରହିବ। ଆର୍ଥିକ ପରିସ୍ଥିତି ସୁଖ ହେବ। ବ୍ୟବସାୟରେ ହଠାତ୍ ବନ୍ଧୁ ସହଯୋଗ ଆସିବ। କର୍ମ ସୁଖି ହେବେ।

ମୀନ : କର୍ମକ୍ଷେତ୍ରରେ ହଠାତ୍ ଶୁଭ ସମ୍ବାଦ ପାଇପାରନ୍ତି। ଆର୍ଥି ପରିସ୍ଥିତିରେ ଉନ୍ନତି କରିବେ। ବ୍ୟବସାୟ ଅନୁକୂଳ ହେବ। ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking