ମେଷ : ଆଜି ଉଲ୍ଲେଖନୀୟ ଘଟଣା ଘଟିପାରେ। କର୍ମକ୍ଷେତ୍ର ଓ ବ୍ୟବସାୟ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଅଯଥା ଆର୍ଥିକ କ୍ଷତି ଦେଖାଦେବ।
ବୃଷ : ଆଜି ଆର୍ଥିକ ଅଭାବ ନିଶ୍ଚିନ୍ତ ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି।
ମିଥୁନ : ଆର୍ଥିକ କ୍ଷେତ୍ରରେ ହଠାତ୍ ଅଭାବ ଦେଖାଦେବ। ଶତ୍ରୁମାନେ ଲଜ୍ଜିତ ହେବେ। ମାତା ପିତାଙ୍କ ଶରୀର ଅସୁସ୍ଥତତାକୁ ନେଇ ଖୁବ୍ ବ୍ୟଥିତ କରିପାରେ। ଦୂର ଯାଗାକୁ ଯାଇପାରନ୍ତି।
କର୍କଟ : ଚନ୍ଦ୍ରଭୋଗ ହେଉଥିବାରୁ ଉତମ ଭୋଜନର ଅପ୍ୟାୟିତ ହେବେ। ସରକାରୀ କିମ୍ବା ବନ୍ଧୁ ସହଯୋଗ ପାଇ ଲାଭବାନ ହେବେ। ମୋକଦ୍ଦମାରେ ବିଜୟୀ ହେବେ।
ସିଂହ : କର୍ମକ୍ଷେତ୍ରରେ ଦ୍ୱନ୍ଦ ଉପୁଜି ପାରେ। ବ୍ୟବସାୟରେ ସଫଳତା ପାଇବେ। ଚଂଚଳ ସ୍ୱଭାବର ହେବେ। ଚକ୍ଷୁରେ ସାମନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିବେ।
କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ମନରେ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ।
ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବାର ସୂଚନା ମିଳୁଛି। ବ୍ୟବସାୟରେ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ। ଅବାଂଚିତ ଘଟଣା ଘଟିପାରେ।
ବିଛା : ଅତ୍ୟଧିକ ପରିଶ୍ରମ କରିପାରନ୍ତି। ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ। ମନରେ ପ୍ରସନ୍ନତା ଭାବ ଆସିପାରେ। ସୁସ୍ଥ ଓ ନିରାମୟ ରହିବେ।
ଧନୁ : ଭାଗ୍ୟଶାଳୀ ହେବାର ସୂଚନା ମିଳୁଛି। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧି ଲାଭକରି ଜୀବନ ଯାପନ କରିବେ।
ମକର : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ। ସୁଖ ମିଳିବ। କଷ୍ଟକର ବ୍ୟାପର ହେବ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି।
ମୀନ : ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି। ଭାଇମାନଙ୍କ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚାକିରୀକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ।










