27.1 C
Bhubaneswar
Saturday, July 6, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭାଗ୍ୟନ୍ନୋତି ହେବ । ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ । ଧନଲାଭ ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁଁ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ।

ବୃଷ : ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭ କରିବେ । ବାକ୍ ସଂଯମ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଆର୍ଥିକ ସଂକଟ ରହିବ ।

ମିଥୁନ : ଆଜି ବ୍ୟବସାୟରେ ଲାଭବାନ୍ ହେବେ । ଭୂମିବାହନ ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଶାରୀରିକ ସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧିପାଇବ ।

କର୍କଟ : ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ରୋଗ ମୁକ୍ତ ହେବେ ।

ସିଂହ : ଆଜି ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ ରହିବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । ମହିଳାମାନେ ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ ।

କନ୍ୟା : ବ୍ୟବସାୟରେ ଲାଭବାନ୍ ହେବେ । ଗୃହ ଭୂମି ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ ।

ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଧାବିଘ୍ନ ଦୂର ହେବ । ଲାଭପ୍ରଦ ପରିସ୍ଥିତି ସୃଷ୍ଟି ହେବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।ଅତ୍ୟଧିକ ପରିଶ୍ରମ କରିବେ ।

ବିଛା : ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧି ପାଇବ । ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ମଳିବ ।

ଧନୁ : କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଯୋଗୁ ଲାଭବାନ୍ ହେବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ବ୍ୟବସାୟରେ ବାଧାବିଘ୍ନ ଦୂର ହେବ ।

ମକର : ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ନହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ ।

କୁମ୍ଭ : ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମିବାହନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମ୍ମାନ ବୃଦ୍ଧି ପାଇବ ।

ମୀନ : କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହେବ । ବ୍ୟସାୟରେ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking