28.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ବ୍ୟବସାୟରେ ଆୟ ଅଧିକ ହେବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ମାନସିକ ଶାନ୍ତି ପାଇଁ ଚିନ୍ତା କରିବେ । ମହିଳାମାନେ ଧର୍ମପରାୟଣ ହେବେ । ଛାତ୍ରଛାତ୍ରୀମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ବୃଷ : ଚାକିରୀ କ୍ଷେତ୍ରରେ ଲାଭବାନ୍ ହେବେ । ବ୍ୟବସାୟରେ ଉନ୍ନତି ହୋଇପାରେ । ମହିଳାମାନେ କର୍ମକ୍ଷେତ୍ରରେ ଶାନ୍ତି ପାଇବେ । ଛାତ୍ରଛାତ୍ରୀମାନେ ସନ୍ତୋଷ ଲାଭ କରିବେ ।
ମିଥୁନ : ଦୁର୍ଘଟଣା ହେବାର ସମ୍ଭାବନା ଅଛି । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ମହିଳାମାନେ ଧର୍ମକାର୍ଯ୍ୟରେ ମନଦେବେ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନଦେବେ ।
କର୍କଟ : ଧର୍ମ କାର୍ଯ୍ୟରେ ଆଗ୍ରହୀ ହେବାର ସମ୍ଭାବନା ଅଛି । ଚାକିରୀ କ୍ଷେତ୍ରରେ ଲାଭବାନ୍ ହେବେ । ଅର୍ଥଲାଭ ଆଶା କରାଯାଏ । ମହିଳାମାନେ ଉତ୍ସାହିତ ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନନିବେଶ କରିବେ ।
ସିଂହ : ବ୍ୟବସାୟ ତଥା ଚାକିରୀ କ୍ଷେତ୍ରରେ ହାନି ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଚିତିନ୍ତ ରହିବେ । ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହୋଇପାରନ୍ତି ।
କନ୍ୟା : ଆୟର ପନ୍ଥା ସୃଦଢ଼ ରହିବ । ଚାକିରୀରେ ଉନ୍ନତି ହେବ । ସମସ୍ତ କ୍ଷେତ୍ରରେ ପ୍ରଶଂସିତ ହେବେ । ଉତର ଦିଗରେ ଧନଲାଭ ହେବାର ସମ୍ଭାବନା ଅଛି । ମହିଳାମାନେ ସୁଖି ହେବେ । ଛାତ୍ରଛାତ୍ରୀମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ତୁଳା : ଧର୍ମ କାର୍ଯ୍ୟରେ ଆଗ୍ରହୀ ହେବେ । ଚାକିରୀରେ ଲାଭବାନ୍ ହେବେ । ମହିଳାମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଛାତ୍ରଛାତ୍ରୀମାନେ ସେବା ମନୋଭାବ ପୋଷଣ କରିବେ ।
ବିଛା : ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଶାନ୍ତି ଦେଖାଦେବ । ମହିଳାମାନେ ପାରିବାରିକ ବାବଦରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରନ୍ତି ।
ଧନୁ : ବ୍ୟବସାୟରେ ଉନ୍ନତି ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁମାନେ ଦୁଃଖ ଦେଇପାରନ୍ତି । ମହିଳାମାନେ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ଦୁଃଖ ଭୋଗୀ ପାରନ୍ତି ।
ମକର : ଆର୍ଥିକ ପରିସ୍ଥିତି ଯୋଗୁ ଚିନ୍ତା ବଢ଼ିଯିବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ।
କୁମ୍ଭ : ବ୍ୟବସାୟରେ ଉନ୍ନତି କରିବେ । ଚାକିରୀରେ ଶାନ୍ତି ମିଳିବ । ମହିଳାମାନେ କର୍ମକ୍ଷେତ୍ରରେ ଉନ୍ନତି କରି ଲାଭବାନ୍ ହେବେ । ଛାତ୍ରଛାତ୍ରୀମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ମୀନ : କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ପରିସ୍ଥିତି ମଜବୁତ୍ ହେବ । ବ୍ୟବସାୟରେ ଉନ୍ନତି ହେବ । ମହିଳାମାନେ ଆନନ୍ଦିତ ହେବେ । ଛାତ୍ରଛାତ୍ରୀମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking