21.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା  ବନ୍ଦ ରହିବ  ସର୍ୱସାଧାରଣ ଦର୍ଶନ ।  ପ୍ରଥମ ଭୋଗମଣ୍ଡପ  ଭୋଗ ଶେଷ ହେବା ପରେ ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ସାଢେ  ୬ଟା ପଯ୍ୟନ୍ତ  ସର୍ୱ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଭାଦ୍ରବ  କୃଷ୍ଣ ଚତୁର୍ଥୀ ତିଥିରେ  ଶ୍ରୀ ବିଗ୍ରହମାନଙ୍କର ଏହି ରାହୁରେଖା ଲାଗି ନୀତି  କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking