29.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶଆଜି ବିଶ୍ୱ ଛେନାପୋଡ଼ ଦିବସ

ଆଜି ବିଶ୍ୱ ଛେନାପୋଡ଼ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ୱ ଛେନାପୋଡ଼ ଦିବସ । ଆମେ ସମସ୍ତେ ଜାଣନ୍ତି ଛେନାପୋଡ଼ ପାଇଁ ନୟାଗଡ଼ ପ୍ରସିଦ୍ଧ । ହେଲେ ଏବେ କେବଳ ନୟାଗଡ଼ରେ ଏହି ଦିବସ ପାଳନ ହେଉଛି ତାହା ନୁହେଁ ବରଂ ପୂରା ରାଜ୍ୟରେ ଓ ଦେଶର ଅନେକ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।କୁହାଯାଏ, ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁ ଏବଂ ତାଙ୍କ ବାପା ବିଦ୍ୟାଧର ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି । ଆଉ ୨୦୨୨ ମସିହାରୁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ହିଁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking