28.1 C
Bhubaneswar
Monday, February 9, 2026
Homeଓଡିଶାଆଜି ଉତ୍କର୍ଷ ଓଡିଶା କନକ୍ଲେଭର ଦ୍ୱିତୀୟ ଦିନ  

ଆଜି ଉତ୍କର୍ଷ ଓଡିଶା କନକ୍ଲେଭର ଦ୍ୱିତୀୟ ଦିନ  

ଭୁବନେଶ୍ୱର : ଉତ୍କର୍ଷ ଓଡିଶା କନକ୍ଲେଭର  ଆଜି  ଦ୍ୱିତୀୟ  ଦିନ ।  ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ବାକ୍ଷରିତ କରିଛନ୍ତି ରାଜ୍ୟ ସରକାର। ୪.୫ ଲକ୍ଷ କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି। ପ୍ରଥମ ଦିନରେ ଆଦାନୀ ଗ୍ରୁପ ସର୍ବାଧିକ ନିବେଶ ପାଇଁ ହଁ ଭରିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା। ସମ୍ମିଳନୀର ପ୍ରଥମ ଦିନରେ ନିବେଶ ପାଇଁ ସାଢେ ୪ ଲକ୍ଷ କୋଟି ଟଙ୍କାର ଏମଓୟୁ ସରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking