28.1 C
Bhubaneswar
Thursday, July 10, 2025
Homeଓଡିଶାଆଜି ଶ୍ରୀ ଜିଉଙ୍କ ସ୍ନାନଯାତ୍ରା

ଆଜି ଶ୍ରୀ ଜିଉଙ୍କ ସ୍ନାନଯାତ୍ରା

ପୁରୀ: ଆଜି ଶ୍ରୀ ଜିଉଙ୍କ ସ୍ନାନଯାତ୍ରା  । ଶ୍ରୀକ୍ଷେତ୍ର ଚଳଚଞ୍ଚଳ ।   ଧାଡି ପହଣ୍ଡିରେ ଆସି  ସ୍ନାନ ବେଦିରେ ବିଜେ କଲେଣି  ବଡବାଡଗ୍ରାହୀ ଶ୍ରୀ ବଳଭଦ୍ର ।  ତାଙ୍କ ପୂର୍ୱରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡଭାଇଙ୍କ ପରେ ଆସି  ବିଜେ କରିସାରିଛନ୍ତି ମା’ ସୁଭଦ୍ରା ।  ଏବେ ପହଣ୍ଡି କରି  ଆସୁଛନ୍ତି  ବ୍ରହ୍ମାଣ୍ଡ ଗୋସାଇଁ  ଶ୍ରୀ ଜଗନ୍ନାଥ । ଆଜି ସ୍ନାନ ପୂଣ୍ଣିମାରେ  ଠାକୁର ସ୍ନାନ କରିବେ ।  ଦେହକୁ ଶୀତଳ କରିବେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ।  ଏନେଇ ଜନସମୁଦ୍ର ହୋଇଯାଇଛି ବଡଦାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking