25.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ପଙ୍କୋଦ୍ଧାର ଏକାଦଶୀ

ଆଜି ପଙ୍କୋଦ୍ଧାର ଏକାଦଶୀ

ପୁରୀ: ଆଜି ପଙ୍କୋଦ୍ଧାର ଏକାଦଶୀ । ଭକ୍ତଙ୍କୁ ସମ୍ପୁର୍ଣ୍ଣ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ। ବର୍ଷ ତମାମ ଭକ୍ତଙ୍କ ଦ୍ବାରା ଲାଗି ହୋଇଥିବା ପୂଜା ସାମଗ୍ରୀ ବୁଡି ରହିଥିବା ଗମ୍ଭୀରା ସଫା କରାଯାଉଛି । ବର୍ଷ ବର୍ଷ ଧରି ଲାଗି ହୋଇଥିବା କ୍ଷୀର, ସର, କଦଳୀ ଓ ବେଲପତ୍ର ଆଦି ସଫା କରାଯାଉଛି । ନୀତି ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି । ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking