30.1 C
Bhubaneswar
Saturday, April 19, 2025
Homeଦେଶ ବିଦେଶଆଜି ହନୁମାନ ଜୟନ୍ତୀ: ହନୁମାନ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ

ଆଜି ହନୁମାନ ଜୟନ୍ତୀ: ହନୁମାନ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ

ନୂଆଦିଲ୍ଲୀ: ସାରା ଦେଶରେ ଆଜି ପାଳନ ହେଉଛି ଆଜି ହନୁମାନ ଜୟନ୍ତୀ । ହନୁମାନ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।ସୁରଖୁରରେ ଦର୍ଶନ କରି କିଭଳି ଭକ୍ତ ଫେରିବେ ସେନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସେପଟେ ଅଯୋଧ୍ୟା ରାମମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି  । ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ମାନ୍ୟତା ରହିଛି ଏହି ଦିନରେ ଯିଏ ସ୍ୱଚ୍ଛ ମନରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରେ ତାର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ତାଙ୍କର ସମସ୍ତ କଷ୍ଟ ସମସ୍ୟା ଅନ୍ତ ହୁଏ । ହନୁମାନଙ୍କୁ ପୂଜା କରିବା ଦ୍ୱାରା, ଭକ୍ତ କେବଳ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତି ନାହିଁ ବରଂ ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ମଧ୍ୟ ପାଆନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking