17.1 C
Bhubaneswar
Sunday, December 7, 2025
Homeଓଡିଶାଆଗକୁ ତିନି ବର୍ଷିଆ ଅବକାରୀ ପଲିସି: ମନ୍ତ୍ରୀ

ଆଗକୁ ତିନି ବର୍ଷିଆ ଅବକାରୀ ପଲିସି: ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ନୂଆ ମଦ ନୀତି ଆସିବା ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ସୂଚନା ଦେଇଛନ୍ତି । କହିଛନ୍ତି, ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଲାଗୁ ହେବ । ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଅନ୍ୟ ରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ ଗସ୍ତ କରିବେ ।ଆନ୍ଧ୍ର, ରାଜସ୍ଥାନ, କେରଳ, ତାମିଲନାଡୁ ଗସ୍ତ କରିବେ । ଆସନ୍ତା  ଓ ୮ ତାରିଖ ବେଳକୁ ଫେରିବା ପରେ ତର୍ଜମା ହେବ । ପଲିସିରେ ଯାହା ବାକି ଅଛି ପରିବର୍ତ୍ତନ ହୋଇ ଲାଗୁ ହେବ ।  ବେଆଇନ ମଦ, ଦଣ୍ଡବିଧାନ , ପୁରୁଣା ପଲିସିର ଅସୁବିଧା ଦୂର ହେବ ।  ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି  ହେବ    ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking