33.1 C
Bhubaneswar
Wednesday, April 1, 2026
Homeଓଡିଶାତୀର ମାଡ଼ରେ ୩ ଗୁରୁତର

ତୀର ମାଡ଼ରେ ୩ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧନୁ ତୀର ଆକ୍ରମଣ ୩ ଜଣ ଗୁରୁତର ହୋଇଛନ୍ତି। ସୁନାବେଡ଼ା ଅଭୟାରଣ୍ୟର ଯୋଗୀମୁଣ୍ଡାରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଜଣେ ନାବାଳକ ରହିଛନ୍ତି। ଗୁରୁତର ଅବସ୍ଥାରେ ସୁନାବେଡ଼ା ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking