30.1 C
Bhubaneswar
Saturday, June 7, 2025
Homeଓଡିଶାଟ୍ରାକ୍ଟର ଓଲଟି ପରିବାରର ୩ ମୃତ

ଟ୍ରାକ୍ଟର ଓଲଟି ପରିବାରର ୩ ମୃତ

ଯାଜପୁର: ଟ୍ରାକ୍ଟର ଓଲଟି ଅଜା, ଆଈ ସହ ନାବାଳକ ନାତି ମୃତ୍ୟୁବରଣ କରିଛନ୍ତି । ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ଦୁର୍ଘଟଣା ଘଟିଛି । ଆଜା, ଆଈ ସହ ଘରକୁ ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking