27.1 C
Bhubaneswar
Friday, December 5, 2025
Homeଓଡିଶାନଦୀରେ ବୁଡି ପରିବାରର ୩ ମୃତ

ନଦୀରେ ବୁଡି ପରିବାରର ୩ ମୃତ

ଗଞ୍ଜାମ:  ନଦୀରେ ବୁଡି ପରିବାରର ୩ ମୃତ । ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କେ. ନୂଆଗାଁ ଥାନା କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ଘଟିଛି ।ରତ୍ନେଶ୍ୱରୀ ମନ୍ଦିରରେ ପ୍ରସାଦ ସେବନ ସାରି ଫେରୁଥିଲେ । ୪ ଜଣ ନଦୀ ପାର ହେଉଥିବା ବେଳେ ବୁଡିଗଲେ ।  ସ୍ଥାନୀୟ ଲୋକେ ଚିକିଟି ମେଡିକାଲକୁ ନେଇଥିଲେ । ସେଟାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସମ୍ପର୍କରେ ମାଆଝିଅ ଓ ନାତିନାତୁଣୀ ହୋଇଥିବା ସୂଚନା ମିଳିଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking