16.1 C
Bhubaneswar
Thursday, February 5, 2026
Homeଓଡିଶାପୁରୀରେ ଆଜିଠୁ ୩ ଦିନିଆ ଆଧାତ୍ମିକ ସମାବେଶ

ପୁରୀରେ ଆଜିଠୁ ୩ ଦିନିଆ ଆଧାତ୍ମିକ ସମାବେଶ

ପୁରୀ: ବିଦେଶରେ ଅଦିନିଆ ରଥଯାତ୍ରାକୁ ନେଇ କିପରି କରାଯିବ ବନ୍ଦ । ସେନେଇ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ସଂଗଠନ ପକ୍ଷରୁ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ସମାବେଶ । ସମାବେଳକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଦଘାଟନ କରିଛନ୍ତି । ଏହି ତିନିଦିନିଆ ଆଧ୍ୟାତ୍ମିକ ସମାବେଶରେ ୫୩ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । କିଛି ପ୍ରବାସୀ ଓଡିଆ ମଧ୍ୟ ଏହି ସମାବେଶରେ ଯୋଗ ଦେଇଛନ୍ତି । ଆଜିଠୁ ୪ ତାରିଖ ଯାଏଁ ଚାଲିବ ଏହି ସମାବେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking