29.1 C
Bhubaneswar
Tuesday, May 6, 2025
Homeଓଡିଶାନାବାଳକକୁ ହତ୍ୟା ଧମକ: ୨ ଗିରଫ

ନାବାଳକକୁ ହତ୍ୟା ଧମକ: ୨ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ନାବାଳକକୁ ହତ୍ୟା ଧମକ ଦେଇଛନ୍ତି ଦୁଇ ଯୁବକ ।  ଏହାରି ଭିତରେ ସେମାନଙ୍କ ଠାରୁ  ବନ୍ଧୁକ ଜବତ କରିବା ପରେ ୨ ଜଣଙ୍କୁ ଗିରଫ କରିଛନ୍ତି ପୋଲିସ । ଖପ୍ରାଖୋଲ ଥାନା ଦାନାମାଲ ଗାଁରେ ହତ୍ୟା ଧମକ  ଦେଇଛନ୍ତି । ନାବାଳକ ଛାତିରେ ବନ୍ଧୁକ ରଖି ହତ୍ୟା ଧମକ ଦେଇଥିଲେ । ସ୍ଥାନୀୟ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking