ଭୁବନେଶ୍ୱର: ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୂଦ୍ର ଜମାକାରୀଙ୍କୁ ଟଙ୍କା ମିଳିବ କହିଲେ ମୁଖ୍ୟମନ୍ତ୍ରୀ । ଗତ ଏକ ବର୍ଷରେ ୧ ଲକ୍ଷ ୨୬ ହଜାର ୧୩୭ ଜଣଙ୍କୁ ଦିଆଯାଇଛି । ୧ ଲକ୍ଷ ୨୬ ହଜାର ୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଫେରିଛି । ଆସନ୍ତା ୩, ୪ ମାସ ଭିତରେ ଆଉ ୫ ଲକ୍ଷ ଜମାକାରୀ କ୍ଷତିପୂରଣ ପାଇବେ ।