27.1 C
Bhubaneswar
Sunday, June 30, 2024
Homeଓଡିଶାଏଥର ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଭକ୍ତମାନେ କରିବେ ସ୍ଲଟ୍ ବୁକିଂ

ଏଥର ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଭକ୍ତମାନେ କରିବେ ସ୍ଲଟ୍ ବୁକିଂ

ପୁରୀ : ଏଥର ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଭକ୍ତମାନେ କରିବେ ସ୍ଲଟ୍ ବୁକିଂ । ବିଜେପି ସରକାର ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲି ଥିବାରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଶାନ୍ତି ଶୃଙ୍ଖଳାର ସହିତ ପ୍ରବେଶ କରୁଛନ୍ତି । କିନ୍ତୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦିନକୁ ଦିନ ଅସମ୍ଭାଳ ହୋଇପଡୁଛି । ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ଭକ୍ତମାନଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଭକ୍ତମାନେ ନିଜ ମୋବାଇଲରେ ସ୍ଲଟ୍ ବୁକିଂ କରିପାରିବେ । ବୁକିଂ ହୋଇଥିବା ସମୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ମିଳିବ ଓ ସେମାନେ ମହାପ୍ରଭୁଙ୍କ ଦର୍ଶନ ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ । ସ୍ଲଟ୍ ବୁକିଂ କରିଥିବା ଲୋକେ ଅଭ୍ୟର୍ଥନା ପ୍ରକୋଷ୍ଠରେ ଅପେକ୍ଷା କରିବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking