26.1 C
Bhubaneswar
Sunday, October 6, 2024
Homeଓଡିଶା୨ ଭାଇଙ୍କୁ ଥାର୍ଡଡିଗ୍ରୀ; ମାମଲା ରୁଜୁ

୨ ଭାଇଙ୍କୁ ଥାର୍ଡଡିଗ୍ରୀ; ମାମଲା ରୁଜୁ

କୋଇଡା : ୨ ଆଦିବାସୀ ଭାଇଙ୍କୁ ଥାର୍ଡଡିଗ୍ରୀ ଘଟଣା । ଗଣମାଧ୍ୟମରେ ଖବର ପ୍ରକାଶ ପରେ ମାମଲା ରୁଜୁ । ସମ୍ପୃକ୍ତ ଆରପିଏଫ ଅଧିକାରୀଙ୍କ ନାଁରେ ମାମଲା ରୁଜୁ । ବିମଳାଗଡ ଆରପିଏଫ କ୍ୟାମ୍ପରେ ୨ ଭାଇଙ୍କୁ ମାଡ ଅଭିଯୋଗ । ନ୍ୟାୟ ଦାବିରେ କାଲି ବିକ୍ଷୋଭ ପ୍ରଦର୍ଶନ କରିବ ସିପିଆଇଏମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking