18.1 C
Bhubaneswar
Saturday, December 6, 2025
Homeଓଡିଶାଯୁବତୀଙ୍କୁ ମାରି ଫିଙ୍ଗିଦେଲେ!

ଯୁବତୀଙ୍କୁ ମାରି ଫିଙ୍ଗିଦେଲେ!

ପାଲଲହଡା: ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ବଅଁରପାଳ ବ୍ଲକ କୁସପଙ୍ଗା ଗାଁ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ଏକ କେନାଲ ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ । ଏପ୍ରିଲ ୨୬ରୁ ନିଖୋଜ ଥିଲେ ମୃତ ଯୁବତୀ ।  ତାଳଚେର ରେଲୱେ ଷ୍ଟେସନ ଥାନାରେ ନିଖୋଜ ଏତଲା ହୋଇଥିଲା । ମୃତ ଯୁବତୀ ହେଲେ କଣିହାଁ ବ୍ଲକ ଲୋଧାଝରି ଗାଁର ବାସିନ୍ଦା । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଜାଳି ହତ୍ୟା କରାଯାଇଥିବା ଅଭିଯୋଗ । ତାଳଚେର ଷ୍ଟେସନରୁ ଅଟୋରେ ବାହାରି ଘରକୁ ଫେରିନଥିଲେ ଯୁବତୀ । ଅପହରଣ ସନ୍ଦେହରେ ଥାନାରେ ଅଭିଯୋଗ ହୋଇଥିଲା । ଆଜି ବିଲରୁ ଉଦ୍ଧାର ହେଲା ଯୁବତୀଙ୍କ ଗଳିତ ମୃତଦେହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking