21.1 C
Bhubaneswar
Saturday, December 6, 2025
Homeଓଡିଶାଏହି  ପ୍ରାଣୀମାନେ ଘରକୁ ସକରାତ୍ମକ ଶକ୍ତି ଆଣନ୍ତି  

ଏହି  ପ୍ରାଣୀମାନେ ଘରକୁ ସକରାତ୍ମକ ଶକ୍ତି ଆଣନ୍ତି  

ଭୁବନେଶ୍ୱର : ପ୍ରାଚୀନ  ଯୁଗରେ ବିଲେଇ ସୁରକ୍ଷା ଏବଂ ସୌଭାଗ୍ୟ ଆଣିଥାଏ  ବୋଲି ବିଶ୍ୱାସ କରାଯାଏ । ହେଲେ ଜାପାନରେ ବିଲେଇକୁ  ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଆକ୍ୱାରିୟମରେ ଗୋଲଡେନ ଫିସ ରଖିବା ଦ୍ୱାରା  ଧନ ଏବଂ ସମୃଦ୍ଧିକୁ ଆକର୍ଷିତ କରେ ବୋଲି ବିଶ୍ୱାସ କରାଯାଏ । କୁକୁର ମାନେ ମାଲିକମାନଙ୍କ ପାଇଁ ସୌଭାଗ୍ୟ , ସୁରକ୍ଷା ଏବଂ ସକରାତ୍ମକ ଶକ୍ତି ଆଣିଥାନ୍ତି । ଘରେ କଇଁଛ ମୂର୍ତ୍ତି ରଖିବା ଦ୍ୱାରା ଭଲ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ହାତୀକୁ ଜ୍ଞାନ , ଶକ୍ତି ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ ।  ସେହିପରି ଲେଡିବଗ ଦେଖିବା ସୌଭାଗ୍ୟର କଥା ।  ଲେଡିବଗ ଉପରେ ଯେତେ ଦାଗ ଥିବ , ସେହି ମାସରେ ଆପଣ ସେତେ ଭାଗ୍ୟବାନ ହେବାର ସମ୍ଭାବନା ରହିଛି । ଘୋଡାମାନଙ୍କୁ ଶକ୍ତି, ସ୍ୱାଧୀନତା ଏବଂ ସଫଳତାର ପ୍ରତୀକ ଭାବରେ ବିବେଚନା କରାଯାଏ। ସେହିପରି ଠେକୁଆକୁ ପ୍ରାଚୁଯ୍ୟର ପ୍ରତୀକ ଭାବେ ବିବେଚନା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking