32.1 C
Bhubaneswar
Saturday, September 28, 2024
Homeଓଡିଶାପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା : ପ୍ରଭାତୀ ପରିଡା

ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା : ପ୍ରଭାତୀ ପରିଡା

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା। ଯାହାପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଏନେଇ ବିଶ୍ୱ ପର୍ଯ୍ୟଟନ ଦିବସରେ ସୂଚନା ଦେଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ରହିଛି ଯୋଜନା । ସେହିପରି ରାଜ୍ୟରେ ଆଡେଭେଞ୍ଚର ସ୍ପୋର୍ଟସ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ପାରେ । ସେହିପରି ଓଡ଼ିଶାରେ ଆଡେଭେଞ୍ଚର ସ୍ପୋର୍ଟସ୍ ଆରମ୍ଭ କରିବା ପୂର୍ବରୁ ଏହାର ପଲିସି ବିଷୟରେ ଦାଣିବା ପାଇଁ ଆସନ୍ତା ସପ୍ତାହ ମେଘାଶୟ ଗସ୍ତରେ ଯିବେ ମନ୍ତ୍ରୀ । ସୂଚନା ରହିଛି ଯେ, ଓଡ଼ିଶା ଫେରିବା ପରେ ସେ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାକୁ ଇକୋ ଟୁରିଜମର ବ୍ୟବସ୍ଥା ମଧ୍ୟ କରାଯିବ ଏନେଇ ସୂଚନା ଦେଇଥନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking